ମୋ Future କଣ? — 20’s Life Reset
18 ରୁ 25 ବର୍ଷ ବୟସ ପାଇଁ ଏକ Practical Life Guide ❤️ 18–25 ବର୍ଷ… Life ର ସେହି stage ଯେଉଁଠି ନିଆଯାଇଥିବା ଅନେକ decision ଆମ Future କୁ shape କରେ। 👉 କେଉଁ decision ନେଲେ Future safe & secure ହେବ? 👉 କେମିତି Life କୁ peaceful & stable କରିପାରିବା? 👉 Career, Money, Relationships ଆଉ Happiness ମଧ୍ୟରେ balance କେମିତି ରଖିବା? 👉 ନିଜ ପାଇଁ ସଠିକ୍ direction କେମିତି ବାଛିବା? “ମୋ Future କଣ?” କେବଳ ଏକ eBook ନୁହେଁ—ଏହା 18–25 ବର୍ଷର ଯୁବପିଢ଼ି ପାଇଁ ଏକ Life Reset Guide. ଏଥିରେ ଆପଣ ନିଜକୁ better understand କରିବେ, priorities clear କରିବେ ଏବଂ ନିଜ future ପାଇଁ better decisions ନେବା ଆରମ୍ଭ କରିବେ। Read it. Think about it. Then change something. ✨ Your future is not decided yet. Your decisions today are building it. ❤️
₹49